Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Tragedy Inspirational Others

3  

Kalpana Kumari Pradhan

Tragedy Inspirational Others

କ୍ରମଶଃ ଗଭୀର

କ୍ରମଶଃ ଗଭୀର

1 min
190


 ଜୀବନରେ ବେଦନା କ୍ରମଶଃ

ଭାରି ଗଭୀର ହେଲାଣି

ସୁଖ ବୋଲି ଯାହା ପ୍ରତୀତ ହୁଏ

ନିକଟତର ହେଲେ ତାହା

ଭ୍ରମ ବୋଲି ପାରେ ଜାଣି l


କେଉଁ ଏକ ଅଜଣା ସ୍ବପ୍ନରେ

 ବିଭୋର ହୋଇ ମନ

କ୍ରମଶଃ.. ବସ୍ତାବତା ଠୁଁ ନେଲି

ମୁହଁ ମୋର ଫେରାଇ

ସାଉଁଟିଲା କିଛି ମୁହୂର୍ତ୍ତ ଏ ଜୀବନ l


ଅନବରତ କାହା ପଦ ଧ୍ୱନି

କ୍ରମଶଃ..ଭାରି ଅସ୍ଥିର କରେ

ସ୍ବପ୍ନ ର ଝରକା ଡେ଼ଇଁ ଲେଉଟି

ଆସିବାକୁ ପଡେ ଏହି ଦୁନିଆକୁ

ନିଷ୍ଠୁର ବାସ୍ତବତା ଅପେକ୍ଷା କରେ I


ଚୀରନ୍ତନ ଯାହା ସତ୍ୟ ତାହା

କ୍ରମଶଃ ହୁଏ ଉଦ୍ଭାସିତ

ଆଖି ସିନା ଯାଏ ଝଲସି

ବୁଝି ଯାଏ ସେ ବଂଚିବାକୁ ହେବ

ହେଉପଛେ ଦୁଃଖ ଅପ୍ରମିତ l


 

      


Rate this content
Log in

Similar oriya poem from Tragedy