Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
8


ଆମ ହାତରେ ଆମ ଶାସନ

 ଦେଶ ହୋଇଲା ସ୍ୱାଧୀନ

ଶାସନ ଖସଡ଼ା ପ୍ରସ୍ତୁତ ହୋଇଲା

   ଗଢ଼ା ହେଲା ସମ୍ବିଧାନ l

ଜାନୁଆରୀ ମାସ ଛବିଶ ତାରିଖରେ

   ହୋଇଥିଲା  ଯେ ପ୍ରଣୟନ

ଭୀମରାଓ ଆମ୍ବେଦକର ଙ୍କ ଅକ୍ଲାନ୍ତ

   ଶ୍ରମର ସେ ଅବଦାନ l

ଆଜିର ଦିବସେ ନେବା ଶପଥ

 ହୋଇବା ସୁ ନାଗରିକ

ଦେଶ ମାତୃକାର ଚରଣ ସେବି

  ରଖିବା ତାହାରି ଟେକ l

ଉଡାଇବା ଆମେ ବିଜୟ ତ୍ରିରଙ୍ଗା

   କୋଣେ ଅନୁ କୋଣେ

ଦେବନାହିଁ ପଛ ଘୁଞ୍ଚା କେବେ

   ଜାତୀୟତା ର ରଣାଙ୍ଗନେ l



Rate this content
Log in

Similar oriya poem from Inspirational