Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ଏଇ ଯେ ମୋର ଦେଶ

ଏଇ ଯେ ମୋର ଦେଶ

1 min
9


ଯାହାରି କୋଳେ ଜନମି ମୁହିଁ ହୋଇଛି ଧନ୍ୟା

ଏଇ ଯେ ମୋର ଦେଶ, ଭାରତ ତାହାରି ନାଆଁ l


ଯା କୋଳେ ବହିଯାଏ ଗଙ୍ଗା ଯମୁନା ନଈ

ଫରଫର ହୋଇ ଉଡେ ତ୍ରିରଙ୍ଗା ଗୌରବ ବାର୍ତ୍ତା ବହି l


ଗଣତନ୍ତ୍ର ରାଷ୍ଟ୍ର ରୂପେ ବିଖ୍ୟାତ ଯେ ସାରା ବିଶ୍ୱରେ

ସଭିଏଁ ମିଳି ରହନ୍ତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ l


ପୋଥି ପୁରାଣ ଐତିହ ସଂସ୍କୃତିର ଉଡେ କେତନ

ଅଖଣ୍ଡ ରହୁ ତାରି କୀର୍ତ୍ତି ସଦା ରଖିଥିବା ଧ୍ୟାନ l


ତା ପାଇଁ ଦେବା ଜୀବନ କୁ ଉତ୍ସର୍ଗୀ

ଯେତେ ବାଧା ବିଘ୍ନ ଆସୁ ପଡିବାନି ଭାଙ୍ଗି l।


Rate this content
Log in

Similar oriya poem from Inspirational