Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrushna Deb Sahoo

Classics Inspirational Thriller

3  

Harekrushna Deb Sahoo

Classics Inspirational Thriller

କୋଶଳ ବନ୍ଦନା

କୋଶଳ ବନ୍ଦନା

1 min
189



ବନ୍ଦେ କୋଶଳ ଜନନୀ !

ଜନନୀ ଜନନୀ ଜନନୀ !


ନେବା ସଭିଙ୍କ ମନ କିଣି  

  ଭାତୃ ଭାବନା ମଞ୍ଜି ବୁଣି 

  ହସିବ କୋଶଳ ଜନନୀ

  ଜନନୀ ଜନନୀ ଜନନୀ  ।

  

 ବନ୍ଦେ କୋଶଳ ଜନନୀ 

 ଶୁଷ୍କ ତଟିନୀ ଉଷ୍ଣ ପ୍ରଦାୟିନୀ,

  ଜନନୀ ଜନନୀ ଜନନୀ ।


ପର୍ବତ ବେଷ୍ଟିତ ସ୍ତନ ଯୁଗଳା, 

ଶସ୍ୟ ଶ୍ୟାମଳା ପୂର୍ଣ୍ଣ ଗୋଚାରଣ ଭୂମି 

ଜନନୀ ଜନନୀ ଜନନୀ, 

ବନ୍ଦେ କୋଶଳ ଜନନୀ ।


ଖଜୁରି ବବୁରି ଗୋଲାପ କଣ୍ଟକ ସମ,

ସୁଷମା ସୌନ୍ଦର୍ୟ୍ୟ ଶିରା, 

ଝର ଝର ର୍ଝଝରିତ ନୀରା, 

ଗଗନ ମଣ୍ଡିତ ନୀଳ ଆକାଶେ,

ଚାରୁ ବିହଙ୍ଗମ ଉଡେ ଉଲ୍ଲାସେ,

ଶୀତଳ ମଳୟ ବସନ୍ତ ସମୀରା ।

କଳ କଳ ନାଦେ ବହେ ତଟିନୀ, 

ଜନନୀ ଜନନୀ ଜନନୀ, 

ବନ୍ଦେ କୋଶଳ ଜନନୀ ।


ଜନନୀ ଜନନୀ ଜନନୀ, 

ଜନନୀ ଜନନୀ ଜନନୀ

ଜନନୀ ଜନନୀ ଜନନୀ

ବନ୍ଦେ କୋଶଳ ଜନନୀ !

ବନ୍ଦେ କୋଶଳ ଜନନୀ !

ବନ୍ଦେ କୋଶଳ ଜନନୀ !



Rate this content
Log in

Similar oriya poem from Classics