STORYMIRROR

Anirudha Kund

Classics

4  

Anirudha Kund

Classics

ସୁନାବେଶ ୨

ସୁନାବେଶ ୨

1 min
100


ନବଦିନାତ୍ମକ ଯାତରା ଶେଷ

ନନ୍ଦିଘୋଷ ରଥେ ସୁବର୍ଣ୍ଣ ବେଶ


ମହଣ ମହଣ ଗହଣା ନାଇ

ସଜେଇ ହୋଇଛି କାଳିଆ ସାଇଁ


ସୁବର୍ଣ୍ଣ ଭୁଜ ଲୋ କର୍ଣ୍ଣେ କୁଣ୍ତଳ

ସୁନା ମଚ ମଚ ପାଦ ଯୁଗଳ


ଝଟକେ ମସ୍ତକେ ଇନ୍ଦ୍ର ନୀଳମଣି    

ଦାଉ ଦାଉ ଦିଶେ ନୋଥ ବସଣି


 ସୁନାବେଶ ଦେଖ କି ମନଲୋଭା

ସରି ହେବନି କୋଟି ସୁର୍ଯ୍ୟ ଆଭା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics