STORYMIRROR

Mr.GAGAN BIHARI NAYAK

Abstract Romance

2  

Mr.GAGAN BIHARI NAYAK

Abstract Romance

କିଏ ଖୋଜେ ଏତେ

କିଏ ଖୋଜେ ଏତେ

1 min
2.9K


ମୋ’ ଝରକା ଡେଇଁ କାହିଁକି ଆସେ ସେ

ବିରହ ଜହ୍ନର ଜୋତ୍ସ୍ନା ।

କାହା ଆଗମନେ ଖୋଜେ କିଆଁ


ମୋ’ ଝରକା ଡେଇଁ କାହିଁକି ଆସେ ସେ

ବିରହ ଜହ୍ନର ଜୋତ୍ସ୍ନା ।

କାହା ଆଗମନେ ମୋ’ରଏ ଭୁବନେ

ପ୍ରୀତିଲଗ୍ନା ଫୁଲ ବାସ୍ନା ॥0॥


ନାହିଁ ଏଠି କଇଁ ଦେବାପାଇଁ ଛୁଇଁ 

ଓଠ ତାର ଛପି ଛପି ।

କହି ଦେଇ କିଛି ମନର କଥାକୁ 

ଲୋଟିବାକୁ ହସି ହସି ॥

ଅଧର ମଧୁକୁ ପାନ କଲେ ଯାର

ମେଣ୍ଟିଯିବ ପ୍ରୀତି ତୃଷ୍ଣା ॥୧॥ 


ଦୂରେ ତାଳ ବନେ ଆକାଶ ମଥାନେ 

ନିତି ଜଳୁ କଇଁ ପାଇଁ 

ମୁଁ ଜଳୁଛି ଆଜି ଆଦେଖା ନିଆଁରେ 

ପାରେ ନାହିଁ କାରେ କହି

ଆପଣାର ଯେତେ ପର ହେଇଗଲେ  

ଭଲ ଲାଗୁନାହିଁ ଜମା ॥୨॥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract