STORYMIRROR

Brundabana Pradhan

Romance

3  

Brundabana Pradhan

Romance

କିଏ ଜଣେ ମତେ ପାଗଳ କରେ

କିଏ ଜଣେ ମତେ ପାଗଳ କରେ

1 min
233


କିଏ ଜଣେ ମୋତେ ପାଗଳ କରେ 

ମୋ ଆବର୍ତ୍ତମାନରେ ...

କେବଳ ତାର ଶ୍ଵର ଶୁଣିପାରେ

ମୋ ଅନ୍ତ ମନର କାରାଗାରେ.......।

ମୁ ତାକୁ ଦେଖିବାର 

ସତ ଚେଷ୍ଟା କଲେ ବି ଦେଖିପାରେନା

କେବଳ ଯେ ଅନୁଭବ ମାତ୍ର କରିପାରେ 

ହେଲେ ସବୁ ଜାଣିପାରେ .........।।

କହିପାରେ ନ କିଏ ସେ 

ମୋ ଜୀବନ ର ପ୍ରତିଟି 

ମୂହୁର୍ତ୍ତ କୁ ସେ ବୁଝି ପାରିଛି

ଆଉ ସେ ମୋତେ ତାଗିତ କରିଚାଲିଛି ...... ।।।

ଅବିଚ୍ଛିନ୍ନ ଭାବରେ 

ଅସରନ୍ତି ସପନ ନେଇ 

କିଏ ଜଣେ ମୋତେ ପାଗଳ କରେ 

ମୋ ଅଜାଣତରେ ................ ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance