STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

କିଛିତ ଆମ ଭିତରେ ଅଛି!

କିଛିତ ଆମ ଭିତରେ ଅଛି!

1 min
9


କିଏ ଜାଣେ ଆମ ଭିତରେ କଣ ଅଛି 

ଭଲପାଇବା ଟା ତ ଅଛି 

ଯେମିତି ସକାଳ ର କୁଆଁ ତାରା 

ଚକମକ ସବୁବେଳେ ଆମ ପ୍ରେମ ପରି 

ମୁଁ ଭାବେ ତୁମକୁ ହରେଇବା ର କଷ୍ଟ 

ଯଦି ଭଗବାନ କୁ ଭେଟେ ଟିକେ ପଚାରନ୍ତି 

ମତେ ଯାହା ମିଳିଛି ତାହା ସବୁ ତୁମେ 

ସବୁ ଆଶା ଓ ଭରସା ତୁମ ଠାରେ 

ମୋ ନିଜ କୁ ହଜାଇ ଦିଏ ତୁମ କୋଳ ରେ 

ମୋ ଆତ୍ମା ତୁମ ଆତ୍ମା ସହ ଭେଟିବାକୁ ବ୍ୟଗ୍ର 

ଆମ ଭିତରେ ନିଶ୍ଚୟ ତ କିଛି ଅଛି 

ଯାହା ସମସ୍ତେ କୁହନ୍ତି |



Rate this content
Log in

Similar oriya poem from Romance