STORYMIRROR

Pramila Sahoo

Tragedy Romance

1  

Pramila Sahoo

Tragedy Romance

କେମିତି କହିବି ତୁମକୁ

କେମିତି କହିବି ତୁମକୁ

1 min
2.5K


କେମିତି କହିବି ତୁମକୁ

ତୁମ ବିନା ବଞ୍ଚିବା କେତେ କଷ୍ଟ

ମନ ଝରକା ଡେଇଁ

ଆସିଲ ଯେବେ ଚାଲି

ହୃଦୟରେ କରିନେଲ ଘର

ସେବେଠୁ ହେଇଗଲ

ତୁମେ ମୋ ଅତି ନିଜର

ପ୍ରତି ମୂହୁର୍ତ୍ତେ ଭାବନାରେ ଆସ

ବାସ୍ ତୁମ ପାଇଁ

ଏଇ ହୃଦୟ ହୁଏ ଅସ୍ଥିର

ହୋଇଗଲେ ତୁମର କିଛି

ସହି ପାରେ ନାହିଁ କାହିଁକି ଏଇ ମନ.........

.

ପ୍ରମିଳା


Rate this content
Log in

Similar oriya poem from Tragedy