STORYMIRROR

Priyanka Panda

Romance Tragedy

3  

Priyanka Panda

Romance Tragedy

କାଳଙ୍କିନୀ

କାଳଙ୍କିନୀ

1 min
181

ହରେଇ ସାରିଛି ସର୍ବାଙ୍ଗ ଶରିରୁ 

ପ୍ରୀତିର ଯୋଗ୍ୟତା ଗୁଣ

ହୃଦୟକୁ କରି କଳୁଷିତ

କଳଙ୍କର ବୋଝ ଲଦିଛି ମସ୍ତିସ୍କେ

ନୁହେଁ ମୁଁ ବାନ୍ଧବୀ ନୁହେଁ ମୁଁ ପ୍ରେମିକା

ନୁହେଁ ମୁଁ କାହା ସହଚର

କଲଙ୍କିନି ମୁଁ ଦୁଶ୍ଚରିତ୍ରା ନାରୀ

ଭୁଲି ନାହିଁ ସେ ଅନ୍ଧାର ରାତିର ରତି 

ଶୋଷିନେଇ ଦେହରୁ ମଧୁ

ଦେଇଗଲା କାଳଙ୍କର ଦାଗ

ହେଇପାରେ ଆଡମ୍ବର ଚାକଚକ୍ୟ

ମୋ ଜୀବନ

ହେଲେ ଅନ୍ତରେ ମୁଁ ଦୁସ୍ଥ

କଳୁଷିତ ଦୂଷିତ ମୁଁ 

ବୋହି ତାର କାମନା କଳୁଷ

କିନ୍ତୁ ସମାଜରେ ସେ ପୂଜ୍ୟସ୍ପଦ

ସବୁ ଏକା ମୋର ଦୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance