STORYMIRROR

Priyanka Panda

Romance Classics Others

3  

Priyanka Panda

Romance Classics Others

ମୃତ ଆତ୍ମା

ମୃତ ଆତ୍ମା

1 min
203

ସ୍ବପ୍ନ ସାଗରର ସନ୍ତପ୍ତ ପ୍ରାଣଟେ ମୁଁ

ପ୍ରତିକ୍ଷଣେ ଡରେ ନିଦ କାଳେ ଭାଙ୍ଗି ଯିବ

ନିଦ ଭାଙ୍ଗିଗଲେ ସ୍ବପ୍ନ କାଳେ ଭାଙ୍ଗି ଯିବ

ମିଛ ସ୍ବପ୍ନ ଭଲ ଲାଗେ ମିଛାରେ ମୁଁ ଯିଏଁ

ସତ ଲାଗେ ଡର ସତ ସ୍ବପ୍ନ ଭଙ୍ଗେ ହୃଦୟ ମୋହର

ସ୍ଵପ୍ନରେ ହଯାଏ ନିଜକୁ ଭୁଲିଯିବା ପାଇଁ 

ଯନ୍ତ୍ରଣା ସବୁ...........

ସତ ପ୍ରେମ ଏଠି ଯନ୍ତ୍ରଣା ସାଜଇ

ମିଛ ସ୍ବପ୍ନ ଦେଖି ପ୍ରାଣ ହୁଏ ଉଦ୍ଜିବିତ

ନ ପାଉ ଏ ରାତି ନ ସରୁ ଏ ସ୍ବପ୍ନ

ଦୁଇ ଆଖି ମୋର ବୁଯି ରହି ଖାଲି

ଦେଖୁଥାଉ ମିଛ ସ୍ବପ୍ନ......।


Rate this content
Log in

Similar oriya poem from Romance