STORYMIRROR

Priyanka Panda

Romance Classics Others

4  

Priyanka Panda

Romance Classics Others

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
262

ଯେବେ ବର୍ଷା ଆସେ 

ବିଜୁଳି ଚମକେ ତୁମେ

ଆସିଛ ଲାଗେ 

ଅମାନିଆ ଏଇ ମନ ବୁଝିତ ପାରେନା

ତୁମେ ତ ଖାଲି ମୋ ଭାବନାରେ 

ଅନାବନା ଭାବନାର 

ଅନାବନା ସ୍ବପ୍ନ ରେ ମୁଁ ଯିଏଁ 

ବର୍ଷାର ଛିଟାରେ ଲାଗେ 

ତୁମେ ଛାଟୁଅଛ ପ୍ରେମର ପିରତି

ଆନନ୍ଦରେ ମନେ ଲାଗଇ ନିଆଁ

ଅବିବେକି ସମୟଟା ବି 

ଫେରାଇ ନିଏ ମୋ ବର୍ଷାର ଭାବନା

ପ୍ରିୟ ଚାଲିଯାଏ ବର୍ଷାରେ

ରହିଯାଏ ଖାଲି ତା ସ୍ମୃତି ।


Rate this content
Log in

Similar oriya poem from Romance