Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Panda

Others

3  

Priyanka Panda

Others

ବାପା

ବାପା

1 min
186



ମୋ ଦୁଃଖ ସୁଖର ପାହାଡ଼ ତୁମେ

ମୋ କଷ୍ଟ ଯନ୍ତ୍ରଣାର ପ୍ରାଣ ଯେ ତୁମେ ।


ମୋ ହାର ଜିତ୍ ର ସାହସ ତୁମେ

ମୋ ଅସୁମାରୀ ସପନର ମହଲ ଯେ ତୁମେ।


ଧରା ଯଦି ନର୍କ ସାଜେ ବାପା ମୋର ସ୍ବର୍ଗ

ମାଆ ମନ ଝୁରି ହେଲେ ଢାଳି ଦିଏ ଲୁହ ।


ବାପାଙ୍କର ମନ ଝୁରି ହେଲେ ଅନ୍ତରରେ ଭରିଦିଅନ୍ତି କୋହମୋ ପାଇଁ ଆୟୁଷ ସବୁ ଅଯାଡ଼ିଲ ।


ମୋ ଚଳନ୍ତା ଠାକୁର ତୁମେ ତୁମ କୋଳେ ଅଙ୍କା ମୋର ଛବି ତୁମ ସ୍ନେହ ମୋ ହୃଦୟ ଖୋଜୁଥାଏ ନୀତି


ନୀତିପାଖେଥିଲେ ଭୁଲିଯାଏ ସବୁ ଦୁଃଖ ସୁଖ ।

ଦୂରେ ଥିଲେ ମନ ଝୁରେ ବଞ୍ଚିବା ମାରିବା କଷ୍ଟ ।


Rate this content
Log in