STORYMIRROR

Priyanka Panda

Romance Classics Others

4  

Priyanka Panda

Romance Classics Others

‎ପ୍ରଥମ ଗଛର ପ୍ରଥମ ଗୋଲାପ

‎ପ୍ରଥମ ଗଛର ପ୍ରଥମ ଗୋଲାପ

1 min
0

‎ପ୍ରଥମ ଗଛର ପ୍ରଥମ ଗୋଲାପ ତୁ, 
‎ଯେମିତି ହୃଦୟର ପ୍ରଥମ ଧୁନ୍। 
‎ଛୁଇଁଲେ କଣ୍ଟା ଫୁଟେ, ନଛୁଇଁଲେ ଅଧୁରା, 
‎ତୋ ନାଁରେ ଲେଖା ମୋ ଜୀବନର କବିତା।

‎ବଗିଚା ଭିତରେ ଗୋଲାପ ଅନେକ, 
‎କିନ୍ତୁ ପ୍ରଥମ ଗଛର ପ୍ରଥମ ଗୋଲାପ ହିଁ ସ୍ୱତନ୍ତ୍ର। 
‎ସେଇଟା ଯେମିତି ପ୍ରଥମ ପ୍ରେମ, 
‎ଭୁଲିବା ସହଜ ନୁହେଁ, ଭୁଲିପାରିବା ଅସମ୍ଭବ।


Rate this content
Log in

Similar oriya poem from Romance