STORYMIRROR

Priyanka Panda

Romance Classics Inspirational

3  

Priyanka Panda

Romance Classics Inspirational

ମୃତ ଆତ୍ମା

ମୃତ ଆତ୍ମା

1 min
166

ପହିଲି ଶୀତaରେ ଡର ଲାଗେ ଭାରି

ଶୀହରାଏ ତମ ସ୍ମୃତି ଅଦିନିଆ ଝଡ଼ ପରି

ପ୍ରତି ମୁହୂର୍ତ୍ତରେ ବାସ ଖେଳିଯାଏ

ଚିର ପ୍ରତିକ୍ଷିତ ଶିତର ନାୟକ ପରି

ଭାରି ଡର ଲାଗେ ଅନ୍ଧାର ରାତିର ସେଇ 

ଖୋଲା ପବନକୁ......

ସ୍ମୃତି ଢାଳି ଦିଏ ଯନ୍ତ୍ରଣାରେ ଜର୍ଜରିତ ହବା ପାଇଁ

ଅସ୍ତଗାମି ସୂର୍ଯ୍ୟ ପରି ତମ ପ୍ରତିଶ୍ରୁତି

ଖୋଜିବୁଲେ କାରଣ ଖାଲି 

ନୀରବ ଖାଲି ଫେରିଯାଅ ସେଇ ଭିଜା ଶ୍ରାବଣକୁ...।



Rate this content
Log in

Similar oriya poem from Romance