Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Classics

3  

Padmini Parida

Classics

ଜୟ ବାବା ଲିଙ୍ଗରାଜ

ଜୟ ବାବା ଲିଙ୍ଗରାଜ

1 min
187


ହେ ବାବା ଲିଙ୍ଗରାଜ

ତୁମ କୃପା ବଳେ

ଏ ଦୁନିଆ ଚଳେ।

ଶିବ ବିଷ୍ଣୁ ମହିମା

ପ୍ରଭୁ ହରିହର ବିଶେଷ।

ଯଯାତି, ଅନନ୍ତ, ଲଲାଟେନ୍ଦୁ

କେଶରୀ କାଳେ ନିର୍ମାଣ।

ନିର୍ମାଣ ଶୈଳୀ ସୁଚାରୁ

କାରୁକାର୍ଯ୍ୟ ଆଶ୍ଚର୍ଯ୍ୟ ଜନକ

ଆଶିଷ ଦେଇ ମଙ୍ଗଳ କର।

ଶ୍ରୀମନ୍ଦିର,ଜଗମୋହନ, ବାଟମଣ୍ଡପ

ଦେଖିଲେ ପଲକ ପଡେ ନାହିଁ।

ଜୀବନ ପ୍ରଦୀପ ନ ଲିଭୁ ଅକାଳେ

ତୁମରି କରୁଣାରେଚଳନ୍ତି ସକଳେ।

ଏକମ୍ର କ୍ଷେତ୍ର, ସ୍ୱଣାଞ୍ଚଳଧାମ,

ଗୁପ୍ତକାଶୀ ନାମେ ପରିଚିତ।

ଭଗ୍ନାବେଶ ସଂଖ୍ୟକ ଶିବଲିଙ୍ଗ

ଆଜିଦେଖି ମନ ହୁଏ ବିଶଣ୍ଣ ।

ହେ ପ୍ରଭୁ ହରିହର ପୂଜା ଅର୍ଚ୍ଚନା

ମୋ ଜୀବନର ପ୍ରାଥନା।

ଶରୀର ସଲିତା ତା ଆୟୁଷ ତେଲ

ଭକ୍ତ ଜନ ସମାଗମରେ ଲିଙ୍ଗରାଜ ଧାମ।

ଦକ୍ଷିଣ ଶ୍ରୀଗଣେଶ, ପଶ୍ଚିମେ କାର୍ତ୍ତିକ

ଉତ୍ତରେ ମାତାପାର୍ବତୀ ପ୍ରଭୁ ସିଂହାସନ।

ହେ ବାବା ଲିଙ୍ଗରାଜ

ମୋ ଜୀବନର ଦୁଃଖ କଷ୍ଟ ଭୁଲି

ତୁମରି ଶ୍ରୀ ଚରଣରେ ମନ ଦେଲି।

ପବିତ୍ର ବିନ୍ଦୁସାଗରର ଚନ୍ଦନଯାତ୍ରା

ମହତ୍ଉଦ୍ଦେଶ୍ୟପ୍ରତିଷ୍ଠା।

ସନ୍ତାନହୀନ ମହିଳାଙ୍କ ସ୍ନାନ

ମାରିଚିକୁଣ୍ଡ ରେ ସରଣାପନ୍ନ।

ଦେବୀ ପାଦ ହରାକୁଣ୍ଡେ

ଚାରିପଟେ ଶିବଲିଙ୍ଗ ସ୍ଥାପନା।

ପାପନାଶିନୀ କୁଣ୍ଡେ ସ୍ନାନ ରେ

ଭକ୍ତଙ୍କ ପାପ ହରଣ ଲିଙ୍ଗରାଜ।

ପ୍ରଭୁ ମୁଁ ଅଜ୍ଞାନୀ ନ ଜା ଣାଇ କିଛି

ଦୋଷ ଥିଲେ କ୍ଷମାମଗାଇ।



Rate this content
Log in

Similar oriya poem from Classics