STORYMIRROR

Padmini Parida

Classics

3  

Padmini Parida

Classics

କିଛି ସ୍ମୁତି କିଛି ଅନୁଭୂତି

କିଛି ସ୍ମୁତି କିଛି ଅନୁଭୂତି

1 min
177


୨୦୨୪ ମସିହା ଆଗମନେ

ପ୍ରତି ହୃଦେ ନବ ଆଶା।

୨୦୨୩ରେ ପରାଜୟ ଭାବ ପୁଣି

କାର୍ଯ୍ୟସିଦ୍ଧିରେ ବିଜୟର ଭାବ।

ଚନ୍ଦ୍ର ଅଭିଯାନ ଶ୍ରେଷ୍ଠ ଅଟେ

ସାରା ବିଶ୍ବରେ ଗୌରବନିତ୍ଵ।

କରମଣ୍ଡଳର କରୁଣ କାହାଣୀ

ମନେ ଉଙ୍କିମାରେ ଭୟଭୀତ ।

କେତେ ପରିବାର ଛାରଖାର

କେତେ ଜୀବନ ନାରଖାର।

ଇଜ୍ରାଇଲ, ପ୍ୟାଲେସଷ୍ଟିନିୟନ

ଯୁଦ୍ଧ ବିଭୀଷିକା, ଅସଂଖ୍ୟ ଜୀବନ ନଷ୍ଟ।

ମାଟି ମାଆ କୋଳୁ ଛଡାଇ ନେଇଛି

ଅନେକ ବୀର ଗତ ବରଷରେ

କାହାକୁ ମିଳିଲାବହୁତ୍ ପଇସା ପତର,

କିଏ ସେ ହୋଇଛି ଦାଣ୍ଡର ଭିକାରୀ,

ଛାଡି ଯାଇଛି ତା ହସ।

ନୂଆ ବରଷଟେ ନୂଆ ରଙ୍ଗେ ଆସି,

ଦେବୁ ସମସ୍ତଙ୍କ ମନେ ଆନନ୍ଦ ଉଲ୍ଲାସ।

ସବୁରୀ ସ୍ବପ୍ନକୁ କରିବୁ ପୁରା

ଏତିକି ରହିଲା ପ୍ରାର୍ଥନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics