STORYMIRROR

Padmini Parida

Classics

4  

Padmini Parida

Classics

ଜୀବନ

ଜୀବନ

1 min
419

 କେବେ ଖୁସିରେ ପାଗଳ ତ

କେବେ ଦୁଃଖରେ ମର୍ମାହତ।

ବୃଥା ଗର୍ବ ଅଂହାକାର 

ନ ଯିବ ତୋ ସାଥେ କିଛି।

ନଦେଖାଇ ବଡଲୋକିଆ ପଣ

ମିଳିମିଶି ଜୀଵନ ଯାତ୍ରାକୁ କରିବା ସଫଳ।

ଛୋଟ ଛୋଟ ଖୁସି ରେ ହେବା ସାମିଲ

ବଡ ବଡ ବସ୍ତୁ ର ଆଶାରେ ନହେବା ଦୁଃଖି l

ଅନ୍ୟର ଖୁସି ର କାରଣ ତୁମ ସାଜ 

ତା ଠାରୁ ଅତ୍ମା ସନ୍ତୋଷ ନ ପାଇବ ଆଉ କିଛି l

ଥରେ ଦୁଃଖି ଦରିଦ୍ରଙ୍କ ମୁହଁ ରେ ଫୁଟାଇ ହସ 

ତେବେ ତୁମେ ପାଇବ ସରଗ ସୁଖ l

ଉତ୍କଳ ମଣି ଗୋପବନ୍ଧୁ ବାଣି

ସତରେ ସେଥିରେ ଥିଲା ଅପୂର୍ବ ଠାଣି। 

ମାଟିର ଜୀବନ ମାଟିରେ ଯିବ ମିଶି

ହେଲେ ରହି ଥିବ ତୁମ ଯଶ କୀର୍ତ୍ତି।

ଜୀବନ ମାୟା ଅହାକି ବାୟା

ଧନ ସଞ୍ଚୟ ରେ ତୁ କରୁ ଧାଆଁଧପଢ଼ା।

ପରକୁ ଆପଣା କରିବାର ଅଛି ଯଦି ଶକ୍ତି

ଏ ଜୀବନେ ପାଇବୁତୁ ମୁକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics