Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ମା କାଳ ରାତ୍ରି

ମା କାଳ ରାତ୍ରି

1 min
130



ତୁହି ପାପ ନାଶିନୀ ଦୁଷ୍ଟ ବିନାସିନି

        ମା କାଳରାତ୍ରି ନମସ୍ତୁତେ

ଅଭୟ ଦାୟିନି ଜଗତ କଲ୍ୟାଣୀ

         ସ୍ତୁତି କରୁଅଛି ମା ତତେ ।


ତୋର ନାମ ନେଲେ ପାପ ଯାଏ

         ଦୁର୍ଗମ ପଥ ବି ସହଜ ହୁଏ

ତୋର ରୂପ ଦେଖି ଭୟ ବି ଲାଗେ

         ହସ୍ତ ପ୍ରସାରି ମୁହିଁ ଭକ୍ତି ମାଗେ ।


ତୋହି ସାହା ହେଲେ କଷ୍ଟ ଯାଏ ଦୁରେଇ

      ଶରଣ ଯାଏ ଭକ୍ତ ତୋର ନାମ କୁ ଗାଇ

ବାଧା ବିପତ୍ତି ତୁହି ହରି ନେଉ ଜଗତର

    ତୋ ବିନା ରକ୍ଷା କିଏ କରିବ ଆମର ।


ମା ମା ଡାକି ତୋ ଚରଣେ କରେ ପ୍ରଣତି

   ସକଳ ଦୋଷ କ୍ଷମା କରିବୁ କରୁଛି ବିନତି ।


Rate this content
Log in

Similar oriya poem from Classics