Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

4  

Suchitra Parida

Classics

ଜଣାଣ

ଜଣାଣ

1 min
489



ହେ ଦୁଖଃ ନାଶନ ଗରୁଡ଼ ଆସନ

    ଆଉ କେତେ ଗୁହାରିବି

ଦିନୁ ଦିନ ମୋର ଦୁଖଃ ହୁଏ ଭାରି

     ସହି ତ ପାରୁନି ମୁଇ ।


ଦିନ ରାତି ସଦା ତୁମକୁ ଡାକୁଛି

   କର୍ଣ୍ଣେକି ନ ବାଜେ ଡାକ

ନୀଳାଚଳ ପ୍ରଭୁ ନୀଳମାଧବ ହେ

   ମୋ ପାଇଁ କି ହେଲ ମୁକ ।


ମୋର ଏ ଜୀବନ ହେଲା ଅକାରଣ

    କାହାକୁ କହିବି ମୁଇ

ତୋର ଦରଶନ ନହୋଇଲା ମୋର

    ଦେଖା ଦିଅ ଲକ୍ଷ୍ମୀସାଇ ।


ଜୀବ ଗଲାଯାଏ ତୋ ନାମକୁ ଭଜି

    ଏ ପିଣ୍ଡରୁ ପ୍ରାଣ ଯାଉ

ଏତିକି କରୁଣା କର ଜଗନ୍ନାଥ

    ତୁଣ୍ଡରେ ତୋ ନାମ ଥାଉ ।


ସହଦେବ ପରିଡ଼ା,, କୋଷାଗୁମୁଡା

ହେ ଦୁଖଃ ନାଶନ ଗରୁଡ଼ ଆସନ

    ଆଉ କେତେ ଗୁହାରି ବି

ଦିନୁ ଦିନ ମୋର ଦୁଖଃ ହୁଏ ଭାରି

     ସହିତ ପାରୁନି ମୁଇ ।


ଦିନ ରାତି ସଦା ତୁମକୁ ଡାକୁଛି

   କର୍ଣ୍ଣେକି ନ ବାଜେ ଡାକ

ନୀଳାଚଳ ପ୍ରଭୁ ନୀଳମାଧବ ହେ

   ମୋ ପାଇଁ କି ହେଲ ମୁକ ।


ମୋର ଏ ଜୀବନ ହେଲା ଅକାରଣ

    କାହାକୁ କହିବି ମୁଇ

ତୋର ଦରଶନ ନହୋଇଲା ମୋର

    ଦେଖା ଦିଅ ଲକ୍ଷ୍ମୀସାଇ ।


ଜୀବ ଗଲାଯାଏ ତୋ ନାମକୁ ଭଜି

    ଏ ପିଣ୍ଡରୁ ପ୍ରାଣ ଯାଉ

ଏତିକି କରୁଣା କର ଜଗନ୍ନାଥ

    ତୁଣ୍ଡରେ ତୋ ନାମ ଥାଉ ।


Rate this content
Log in

Similar oriya poem from Classics