Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Abstract

4  

Dr Rashmita Panigrahi

Abstract

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
22.8K


ଜୀବନ ଯୁଦ୍ଧ 

ଅଶାନ୍ତ ସମୁଦ୍ରରେ 

ଉବୁଟୁବୁ ହେଇ 

ଜୀବନ ଟା ଯିବ ଚାଲି l

ଯେବେ ପହଁରା ଶିଖିବ, 

ନିଶ୍ଚେ କୂଳ ରେ ଲାଗିବ 

ମୃତ୍ୟୁ ଭୟ ଯିବ ଟଳି l

ଦୁଃସ୍ଥର ଏ ଘୋର 

ଭବ ପାରlବାର 

କେମିତି ସହଜେ 

ହୋଇବ ପାରି, 

ଚାଖଣ୍ଡେ ଚାଲିବା ଆଗରୁ 

ହାତେ ମାପିବା ଶିଖିଲେ 

ଲଭିବ ନିଶ୍ଚେ 

ବିଜୟ ଶିରୀ l

ଜୀବନ ର ବାଜି 

ଜିତିବ ସହଜେ ଯଦି 

ଚାଲିବ ହାତରେ 

ହାତ ମିଶାଇ, 

ଶତ୍ରୁ ର ଚାଲାକି 

ମଳିନ ପଡିବ 

ନିଶ୍ଚେ ପରାଜିତ 

ହେବେ ଅରି l

ନ ଥାଉ ରାଜା, 

ନ ଥାଉ ମନ୍ତ୍ରୀ 

ନ ଥିଲେ ବି କଟୁଆଳ, 

ରାଜ୍ୟ ତୁମର 

ସୁରକ୍ଷିତ ହେବ 

ବୁଝି ବିଚାରି 

ଜୀବନ ଯୁଦ୍ଧ ରେ 

ନିଜକୁ ସାମିଲ କର l


Rate this content
Log in

Similar oriya poem from Abstract