Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Inspirational

3  

Satyanarayan Sahoo

Abstract Inspirational

ଜୀବନ ଧନ

ଜୀବନ ଧନ

1 min
113



ଜୀବନ ଧନ ଯେ ଅଟଇ ଅମୂଲ୍ୟ

ନାହିଁ ଯାହାର ତୁଳନା

ଅନ୍ୟ ଧନ ଲାଭ ହୁଅଇ ସହଜ

ଜୀବନ ଥିଲେ ଟି ସିନା ।


ସାରା ସଂସାରରେ ସବୁ ଧନ ଠାରୁ

ଶ୍ରେଷ୍ଠ ଧନ ଯେ ଜୀବନ

ଜୀବନ ଥିଲେ ଟି ସିନା ମିଳି ଥାଏ

ଅନ୍ୟାନ୍ୟ ଅନେକ ଧନ ।


ଯାହାର ଯେ ଧନ ଅଟେ ପ୍ରୟୋଜନ

ଜୀବନ ଥିଲେ ସେ ପାଏ

ନିର୍ଜୀବଟି ସିନା ଜୀବନ ବିହୀନ

ସର୍ବଦା ପସ୍ତାଇ ହୁଏ ।


ଜୀବନ ଧନର ସୁରକ୍ଷା ପାଇଁ କି

କରିବା ସଦା ପ୍ରୟାସ

ଯାହାର ହେତୁରୁ ମାନବ ଉନ୍ନତି

ହଟି ଯାଏ ଦୁଃଖ କ୍ଳେଶ ।



Rate this content
Log in

Similar oriya poem from Abstract