STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

ନୂଆ ବର୍ଷର ଅନୁଭୂତି

ନୂଆ ବର୍ଷର ଅନୁଭୂତି

1 min
223

ନୂଆ ବର୍ଷ ଆସେ ଆସିଛି 

ଆସୁଥିବ ସବୁ ବର୍ଷ

କିଛି ନୂଆ ନୂଆ 

ଅନୁଭୂତିକୁ ସାଥିରେ ଧରି 

ଏ ବର୍ଷର ଅନୁଭୂତି 

ଗତ ବର୍ଷରେ ନ ଥିଲା 

କି ଆସନ୍ତା ବର୍ଷକୁ ନ ଥିବ 

ସବୁ ଅନୁଭୂତି ନିଆରା 

କରୋନା ଓ଼ମିକ୍ରନର 

ଆଶା ଆଶଙ୍କା ଭିତରେ 

ଆସିଲା ନୂଆ ବର୍ଷ 

ସାଙ୍ଗ ସାଥୀ ବନ୍ଧୁ ପ୍ରୀତି 

ନାଚ ଗୀତ ପାର୍ଟି ଭୋଜି 

ସବୁ ହେଲା ଖାପଛଡା 

ସମସ୍ତେ ରହିଲେ ଦୂରେ 

ସାମାଜିକ ଦୂରତା ମାସ୍କ 

ହେଲା ଅତି ଆପଣାର 

ଅନୁଭୂତିକୁ ସାଥିରେ ନେଇ 

ଚାଲିଗଲା ନୂଆବର୍ଷ 

ଆର ବର୍ଷ ପାଇଁ ତାହା 

ସ୍ମୃତି ହୋଇ ରହି ଯାଇଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract