ବାର୍ତ୍ତା ଏଇ ଜୀବନର
ବାର୍ତ୍ତା ଏଇ ଜୀବନର
କେତେ ସୁନ୍ଦର ଜୀବନ ଆମର , ଲୋଭରେ ସବୁତ ସରେ
ସ୍ନେହ ପ୍ରେମ ଶ୍ରଦ୍ଧା ଭଲ ପାଇବାକୁ ନିଜର କରି ମଣିଷ ଏଠି ମୋରେ ।
ଛଟ ଥିଲି ମୁହିଁ ସାଥି ପିଲା ମେଲେ ଖେଳୁ ଥିଲି ବାଲିଘର
ପାପ କର୍ମ କରି ପୁଣ୍ୟ ମନେ କରେ ଏ ସବୁଥିରେ ମୋତେ ପ୍ରଭୁ ବଞ୍ଚିତ କର ।
ଅପ କର୍ମ କରି ଭୂଲ ନାହିଁ କେବେ ନଦିଓ ଯନ୍ତ୍ରଣା କହାକୁ
ନିଜ ହସି ଦେଇ ଆନକୁ ହସାଓ ଭୂଲ ନାହିଁ କେବେ କାହାକୁ ।
ଚାହୁଁ ଚାହୁଁ ଦିନେ ଏ ଜୀବନ ଦୀପ ଲିଭିବ ନିଶ୍ଚୟ ଦିନେ
ଭଲ କର୍ମ କରି ଆଖି ବୁଜି ଦେଲେ ଲୋକେ ରଖିଥିବେ ମନେ ।
ସାତ ଜନମର ଅନ୍ତ ଘଟି ଆଜି ପାଇଚୀ ମଣିଷ ଜନମ
ପ୍ରଭୁ ଦୟାକର ମୋତେ ତୁମଚରଣରେ ଥାଉ ମୋର ମନସ୍କାମ।