STORYMIRROR

Bijaya Panda

Abstract Tragedy

3  

Bijaya Panda

Abstract Tragedy

ଜିବନର ରହସ୍ୟ

ଜିବନର ରହସ୍ୟ

1 min
114

ଥିଲା ଯେତେବେଳେ ଯୌବନ

ପାଖରେ ନଥିଲା ଧନ ।


ବଢ଼ିଗଲା ଯେବେ ଆୟ,

ପାଖେ ନଥିଲା ସମୟ ।


ଯେବେ ମିଳିଲା ସମୟ,

ଅସୁସ୍ଥ ଶରୀର, ଅଥୟ ହୃଦୟ ।


ସବୁ କିଛି ଥାଇ ନିରୁପାୟ

ନିସଙ୍ଗ ବୋଧ ଜୀବନ,

ଛାତିରେ ଛାତିଏ କୋହ ।  



Rate this content
Log in

Similar oriya poem from Abstract