Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Tragedy Fantasy

4  

Sunanda Mohanty

Abstract Tragedy Fantasy

ଝଡ଼ ବତାସର ଦିନସବୁ

ଝଡ଼ ବତାସର ଦିନସବୁ

1 min
299



ସେଦିନ ସେ ବର୍ଷାଦିନ ଝଡ଼

ଭାଙ୍ଗିଦେଇଗଲା କେତେ କା ନୀଡ଼

ବର୍ଷା ବା ବାତାସୁ ପଡି ଉଠି ଗଢ଼

ଦିଅ ବାଡ଼, ସିମେଣ୍ଟ ବାଲି ଢ଼ଳେଇ ଯୋଡ

ଘରେ ନାହିଁ ଖାନା ପିନା ଓଦା କୁଢ଼ କୁଢ଼

ବର୍ଷାର ତାଣ୍ଡବ ଏହି ଛଳନା ବି ହୋଇପାରେ

ଛିନଛତ୍ର ସବୁଆଡ଼

ଘର ବାରି ଅଗଣା ପକ୍ଷୀ ନୀଡ଼

କେତେ ଅଣ୍ଟା ସଳଖି ଉଡ଼

ଭାଙ୍ଗିଥିବା ଘର ଦ୍ୱାର ଯେତେ ବି ଯୋଡ

କଟା ଘାଆରେ ଚୂନ

ମିଠା ନୁହେଁ କପାଳ ଫଟା

ବୁଢ଼ୀ ମାଆ ମୁହଁ ମୋଡ଼ କହେ ନିଆଁ ରଡ଼

ବା ବତାସ ନେଲା ହର୍ଷ

ବର୍ଷା ଆସି ଉଜାଡ଼ିଲା କ୍ଷେତ ବିଲ ବନ୍ଧବାଡ଼

ତଥାପି ବରଷା ତୁ ଆସୁଥା ଏମିତି ବରଷକେ ଭିଡ଼

ଘଡଘଡି ଚଡ଼ଚଡି ଦେଖାନ୍ତୁ ମୁହଁତୋଡ

ଆସୁଥା ବର୍ଷା ସବୁଜରାଣୀ ହରି ଗୁଣି

ମିଶାଇ ଯେତେ ଫେଡ଼

ସଂସାର ହାଟ ବାଟ ଛାଟ ପରା ଦୁଃଖ ସୁଖ ଯୋଡ ।।


Rate this content
Log in

Similar oriya poem from Abstract