STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଚାପେଚ ମଧୁସୂଦନ

ଚାପେଚ ମଧୁସୂଦନ

1 min
11


ଶ୍ରୀ ମଧୁସୂଦନଙ୍କ ଦେହ ଦହନ 

ଚାପେଚ ମଧୁସୂଦନ 

ଦେହ ଶୀତଳାଇ ନାଇ ଚନ୍ଦନ

ଚନ୍ଦନ ଯାତ୍ରା କରିବେ ସମାପନ 

ନରେନ୍ଦ୍ର ପୁଷ୍କରିଣୀରେ 

ଆରମ୍ଭ ଉଦଯାପନ 

ଅଖିତୃତୀୟାରୁ ଆରମ୍ଭ ଚାପ 

ଚନ୍ଦନ ଯାତ୍ରା ନାମେ ସମାପନ 

ବାରମାସେ ତେର ଯାତରା ଵିଧି ବିଧାନ 

ଚକାଆନୟନ ସେ ମଧୁସୂଦନ 

ରଖନ୍ତି ସଂସ୍କୃତି ପରମ୍ପରା ଦାନ 

ମଣିଷ ଛାର ଜୀବନ 

ରୌଦ୍ରର ବିଷମ ଦହନ 

ଜଳକ୍ରୀଡା କରି ମଲ୍ଲିଫୁଲ ଧରି 

ନରେନ୍ଦ୍ରରେ ଜଳକ୍ରୀଡା ଆୟୋଜନ 

ମଣିଷର ଜାତି ମଣିଷ ସଂସ୍କୃତି ଵିଧିବିଧାନ 

ଠାକୁର ହୋଇ ଜଗତ ସାଇଁ କରନ୍ତି ସମାପନ 

ଏହି ଅଳି ନିବେଦନ ପ୍ରଭୁ ଭଗବାନ 

ସୂର୍ଯ୍ୟଙ୍କୁ କହି ଦୁହେଁ ସାଥି ହୋଇ 

ଅଂଶୁଘାତ ଦୁରେଇ ଦେବାକୁ ମୋ ନିବେଦନ 

ତୁମ ଛଡା କାହିଁ ଜଗତ ଠାକୁର କେହି 

ମାଗୁଣି ରଖିବେ ମୋ ଶ୍ୟାମଘନ 

ଭାଇ ଭଉଣୀଙ୍କ ସାଥେ ଚାପେ ଭଗବାନ 

ଲଷ୍ମୀଙ୍କୁ ଆଣନ୍ତୁ ରଖି ଭକ୍ତ ନିବେଦନ 

କ୍ଷମା ଦେଇଥିଲେ କ୍ଷମତା ବଢିବ

ଆସିଯିବ କରୁଣାରୁ ଆଚ୍ଛାଦିନ 

ଭକ୍ତ ଓ ଭଗବାନଙ୍କ ମିଳନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract