STORYMIRROR

Chandrakanta Jena

Romance

3  

Chandrakanta Jena

Romance

ଜଦି କେବେ ହୁଏ ଦେଖା

ଜଦି କେବେ ହୁଏ ଦେଖା

1 min
196

କଜ୍ଜଳ ମଖା ସେ ଉଜ୍ଜଳ ଆଖି ତୋ

କୋମଳ ଗୋଲାପି ଓଠ

ଜରି ଲଗା ଶାଢୀ ଚମକୁଛି ଭାରି

ଦେଖି ମନ ହୁଏ ଦୁଷ୍ଟ  !!


ଇଛା ହୁଏ ଏବେ ଆଙ୍କି ଦେବି କେବେ

ପିରତୀ ଚୁମ୍ବନ ରେଖା

ଅଧର ଧାରରେ ମଧୁ ଝରାଇବି

ଯଦି ହୁଏ କେବେ ଦେଖା  !!


ଶ୍ଯାମଳି ଗୋ ଭାରି ଲାଗୁଛ ନିଆରା

ହସ ଲାଗେ ନୂଆ ନୂଆ

କେବେ ତୁମେ ଓଠେ ଗୁଣୁଗୁଣ ଗୀତ

ହୃଦୟର କେବେ ନିଆଁ  !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance