କେବଳ ନାମେ ତୁମର କେବଳ ନାମେ ତୁମର
ଇଛା ହୁଏ ଏବେ ଆଙ୍କି ଦେବି କେବେ ପିରତୀ ଚୁମ୍ବନ ରେଖା ଅଧର ଧାରରେ ମଧୁ ଝରାଇବି ଇଛା ହୁଏ ଏବେ ଆଙ୍କି ଦେବି କେବେ ପିରତୀ ଚୁମ୍ବନ ରେଖା ଅଧର ଧାରରେ ମଧୁ ଝରାଇବି