Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

2  

Brundabana Pradhan

Tragedy

ହଜିଯାଇଥିବା ଦିନ ଦାଦନ

ହଜିଯାଇଥିବା ଦିନ ଦାଦନ

1 min
205


କିଛି ଅଭାବ ଅସୁବିଧାର

ଅନୁଭୂତି କୁ ସାଉଁଟି ବାର 

ପ୍ରୟାସ କଲେ ଖୁବ୍ ମନେପଡେ 

ସେହି ଜୀବନର କଥା ।

ସତେ ଯେମିତି ଆକାଶଟା 

ପାଦତଳେ ରହିଯାଇଛି 

ପୃଥିବୀ ବି ମୁଣ୍ଡ ଉପରେ 

ରହିଗଲା ପରି ପ୍ରତୀୟମାନ 

ହୋଇ ଯାଉଥିଲା 

ସେ ହଜିଯାଇଗୁଡ଼ିକରେ

ଯନ୍ତ୍ରବତ କେବଳ 

କାମ କରୁଥିଲୁ ମାଳିକର

ଇସାରାରେ ।



Rate this content
Log in

Similar oriya poem from Tragedy