STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ହେ ସ୍ରଷ୍ଟା

ହେ ସ୍ରଷ୍ଟା

1 min
2


ହେ ସ୍ରଷ୍ଟା ଫକୀର ମୋହନ

ପିତୃଦତ୍ତ ନାମ ବ୍ରଜମୋହନ

ଆତ୍ମଜୀବନୀ ଚରିତ୍ର ଲେଖି

ଆତ୍ମଜୀବନୀ ନାମର ସାକ୍ଷୀ

ରମ୍ୟ ରଚନାରେ ନନାଙ୍କ ପାଞ୍ଜି

ରାଜାପୁତ ଇତିହାସ ପ୍ରଥମେ ଖଞ୍ଜି

ବାଲେଶ୍ୱର ରାହାଜାନୀ ପୋତି ମଞ୍ଜି

ବୌଦ୍ଧବତାର ଅମିତାଭ ଆଧାରିତ

ପୁଷ୍ପମାଳାରେ ପଞ୍ଚାବନ ଗୀତି ସଂଗୀତ

ଗଳ୍ପସ୍ୱଳ୍ପରେ ରହିଛି ରେବତୀ ଗଳ୍ପ

ପାଠୋଇ ବୋହୁ ସଭ୍ୟ ଜମିଦାର

ଅଧର୍ମ ବିତ୍ତ ଗଳ୍ପ ଲେଖି ହେଲ ଆଦୃତ

ଉତ୍କଳ ସାହିତ୍ୟ ପତ୍ରିକା କଲା ପ୍ରସାରିତ

ରେବତୀ ଗଳ୍ପ ଶିକ୍ଷା ସଂସ୍କୃତି ଜାଣି 

ନାରୀ ଶିକ୍ଷାକୁ ଦେଲେ ଗୁରୁତ୍ୱ ପୁଣି 

ଡାକ ମୁନୀସର ହରି ସିଂ ଗୋପାଳ ଚରିତ୍ର

ଆଜି ବି ଜଗାଏ ସମ୍ପର୍କ ପିତା ଓ ପୁତ୍ର

ମୌନ ମୌନି ଗଳ୍ପ ରଚୟିତା ଧୂର୍ଜ୍ଜଟି

ଅପ୍ରକାଶିତ ଲଚ୍ଛମନିଆ ଗୋଟି

ବୋଧଦାୟିନୀ ପତ୍ରିକା ପ୍ରସାରେ ସେଇଟି

ଉତ୍କଳ ସରଳ ବ୍ୟାକରଣ ଗ୍ରନ୍ଥ

ଛ ମାଣ ଆଠ ଗୁଣ୍ଠ ଆଜି ବି ପ୍ରସସ୍ଥ

ମାମୁଁ ଲଛମା ଆଦି ଉପନ୍ୟାସ

ଉତ୍କଳ ଭ୍ରମଣରେ ଓଡ଼ିଆକବିଙ୍କ ଜୀବନ୍ୟାସ

ଲେଖିଥିଲ ପୁଣି ଅବସର ବାସରେ

ଚନ୍ଦ୍ରଭାଗାରେ ନିର୍ଜ୍ଜଳା ଏକାଦଶୀ ବିଦ୍ରୁପରେ

ଶେଷ ଗଳ୍ପ ଥିଲା ଗାଁରୁଡି ମନ୍ତ୍ର

ଫେରିଆସି ସ୍ରଷ୍ଟା ଦେଖାଅ ନବଦିଗନ୍ତି

ହେ ସ୍ରଷ୍ଟା ଫକୀର ମୋହନ

ପିତୃଦତ୍ତ ନାମ ବ୍ରଜମୋହନ

ଆତ୍ମଜୀବନୀ ଚରିତ୍ର ଲେଖି

ଆତ୍ମଜୀବନୀ ନାମର ସାକ୍ଷୀ

ରମ୍ୟ ରଚନାରେ ନନାଙ୍କ ପାଞ୍ଜି

ରାଜାପୁତ ଇତିହାସ ପ୍ରଥମେ ଖଞ୍ଜି

ବାଲେଶ୍ୱର ରାହାଜାନୀ ପୋତି ମଞ୍ଜି

ବୌଦ୍ଧବତାର ଅମିତାଭ ଆଧାରିତ

ପୁଷ୍ପମାଳାରେ ପଞ୍ଚାବନ ଗୀତି ସଂଗୀତ

ଗଳ୍ପସ୍ୱଳ୍ପରେ ରହିଛି ରେବତୀ ଗଳ୍ପ

ପାଠୋଇ ବୋହୁ ସଭ୍ୟ ଜମିଦାର

ଅଧର୍ମ ବିତ୍ତ ଗଳ୍ପ ଲେଖି ହେଲ ଆଦୃତ

ଉତ୍କଳ ସାହିତ୍ୟ ପତ୍ରିକା କଲା ପ୍ରସାରିତ

ରେବତୀ ଗଳ୍ପ ଶିକ୍ଷା ସଂସ୍କୃତି ଜାଣି 

ନାରୀ ଶିକ୍ଷାକୁ ଦେଲେ ଗୁରୁତ୍ୱ ପୁଣି 

ଡାକ ମୁନୀସର ହରି ସିଂ ଗୋପାଳ ଚରିତ୍ର

ଆଜି ବି ଜଗାଏ ସମ୍ପର୍କ ପିତା ଓ ପୁତ୍ର

ମୌନ ମୌନି ଗଳ୍ପ ରଚୟିତା ଧୂର୍ଜ୍ଜଟି

ଅପ୍ରକାଶିତ ଲଚ୍ଛମନିଆ ଗୋଟି

ବୋଧଦାୟିନୀ ପତ୍ରିକା ପ୍ରସାରେ ସେଇଟି

ଉତ୍କଳ ସରଳ ବ୍ୟାକରଣ ଗ୍ରନ୍ଥ

ଛ ମାଣ ଆଠ ଗୁଣ୍ଠ ଆଜି ବି ପ୍ରସସ୍ଥ

ମାମୁଁ ଲଛମା ଆଦି ଉପନ୍ୟାସ

ଉତ୍କଳ ଭ୍ରମଣରେ ଓଡ଼ିଆକବିଙ୍କ ଜୀବନ୍ୟାସ

ଲେଖିଥିଲ ପୁଣି ଅବସର ବାସରେ

ଚନ୍ଦ୍ରଭାଗାରେ ନିର୍ଜ୍ଜଳା ଏକାଦଶୀ ବିଦ୍ରୁପରେ

ଶେଷ ଗଳ୍ପ ଥିଲା ଗାଁରୁଡି ମନ୍ତ୍ର

ଫେରିଆସି ସ୍ରଷ୍ଟା ଦେଖାଅ ନବଦିଗନ୍ତି ।


Rate this content
Log in

Similar oriya poem from Action