Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ହେ କୃଷ୍ଣ

ହେ କୃଷ୍ଣ

1 min
156



ହେ କୃଷ୍ଣ ହେ ଗୋପାଳ,

ତୁମ ରୂପ ଅନୁପମ ସୁନ୍ଦର, ହେ କୃଷ୍ଣ, ହେ ଗୋପାଳ;

ହେ ଗିରିଧର ମୂରଲୀ ସୁନ୍ଦର, ଶ୍ୟାମ କରେ,

ମୟୂର ଚନ୍ଦ୍ରିକା ମୁକୁଟ ଭୂଷିତ ଶୋଭା ଶୀରେ;

ବିମୋହିତ କରେ ଏ ସଂସାର;

ହେ କୃଷ୍ଣ, ହେ ଗୋପାଳ ।।


ରୂପା ଜହ୍ନ ରୋଷଣୀର ଉଜ୍ଜଳ, ରୂପ ଝରେ, 

ଲବଣୀ ପିତୁଳା ସମ ସେ କାନ୍ତି ମୋହ କରେ;

ବିହ୍ଵଳିତ ହେଉଛି ସଂସାର;

ହେ କୃଷ୍ଣ, ହେ ଗୋପାଳ ।।


ବାସୁଦେବ ହେ ଶ୍ୟାମ ପୀତାମ୍ବର, ବେଣୁ କରେ,

ଛନ୍ଦା ଚରଣେ ମୁଁ ଶରଣ ଗଲି ଭକ୍ତି ଭୋଳେ;

ନବାନ୍ଧିବ ମିଛ ମାୟା ଜାଲେ;

ହେ କୃଷ୍ଣ, ହେ ଗୋପାଳ ।।

  



Rate this content
Log in

Similar oriya poem from Classics