Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

2.4  

Manoj kumar Maharana

Romance

ହେ ହୃଦୟ!....

ହେ ହୃଦୟ!....

1 min
358


ହେ ହୃଦୟ, 

ମୋ ପ୍ରିୟା ପ୍ରଥମ ଥର ପାଇଁ ମୋ ପାଖକୁ ଆସୁଛି

ଆଖିରେ ଆଖି ମିଶେଇ ମନରେ ଗଢିଦେବ ପ୍ରେମର ଅମରାବତୀ,

ଓଠରେ ଓଠ ବନ୍ଦି ଢାଳିଦେବ ସୁଧା ରସ,

ଆଉ ହାତରେ ହାତ ଛନ୍ଦି ଏକା କରିଦେବ ଦୁଇ ମନ,ପ୍ରାଣ ।


ହେ ହୃଦୟ,

ଟିକେ ଭଲ ସେ ପ୍ରେମ ଦେବୁ

" ମୋ ପ୍ରିୟା ଆସୁଛି "

ହେ ହୃଦୟ,

ଏତେ କମ୍ ବି ପ୍ରେମ ଦେବୁ ନାହିଁ

"ଯେମିତି ମୋ ପ୍ରିୟା ଆଉ ଆଦୌ ଆସିବନି"


ହେ ହୃଦୟ,

ଏତେ ଅଧିକ ବି ପ୍ରେମ ଦେବୁ ନାହିଁ

"ଯେମିତି ମୋ ପ୍ରିୟା ଫେରି ଯାଇ ପାରିବନି" ।



Rate this content
Log in

Similar oriya poem from Romance