ସମ୍ପର୍କ ଗଢୁଥିଲ କାହିଁକି
ସମ୍ପର୍କ ଗଢୁଥିଲ କାହିଁକି


ଯଦି ଚାଲି ଯିବାର ଥିଲା
ଆସୁଥିଲ କାହିଁକି ??
ଯଦି କନ୍ଦାଇବାର ଥିଲା
ହସାଉଥିଲ କାହିଁକି ??
ଯଦି ଘୃଣା କରିବାର ଥିଲା
ଭଲପାଉଥିଲ କାହିଁକି ??
ଯଦି ଭାଙ୍ଗିବାର ଥିଲା
ସମ୍ପର୍କ ଗଢୁଥିଲ କାହିଁକି ??
ଯଦି ଚାଲି ଯିବାର ଥିଲା
ଆସୁଥିଲ କାହିଁକି ??
ଯଦି କନ୍ଦାଇବାର ଥିଲା
ହସାଉଥିଲ କାହିଁକି ??
ଯଦି ଘୃଣା କରିବାର ଥିଲା
ଭଲପାଉଥିଲ କାହିଁକି ??
ଯଦି ଭାଙ୍ଗିବାର ଥିଲା
ସମ୍ପର୍କ ଗଢୁଥିଲ କାହିଁକି ??