Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Manoj Maharana

Others


3  

Manoj Maharana

Others


ସେ କ'ଣ ଭୁଲ କରିଛି...??

ସେ କ'ଣ ଭୁଲ କରିଛି...??

1 min 183 1 min 183


ଏକା କେବେ ପଚାରି ବୁଝ ତୁମ ଆଖିକୁ

ମୋତେ ଚାହିଁ ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ଓଠକୁ

ମୋ ସାଥେ ଗପି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ଦେହକୁ

ମୋ ଦେହ ସାଥେ ମିଶି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ପାଦକୁ

ମୋ ସାଥେ ଚାଲି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ହାତକୁ

ମୋ ପାଇଁ କବିତା ଲେଖି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ହୃଦୟକୁ

ମୋତେ ଭଲପାଇ ସେ କ'ଣ ଭୁଲ କରିଛି...??

ମୋତେ ଭଲପାଇ ସେ କ'ଣ ଭୁଲ କରିଛି...??



Rate this content
Log in