Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Maharana

Others

3  

Manoj Maharana

Others

ସେ କ'ଣ ଭୁଲ କରିଛି...??

ସେ କ'ଣ ଭୁଲ କରିଛି...??

1 min
207



ଏକା କେବେ ପଚାରି ବୁଝ ତୁମ ଆଖିକୁ

ମୋତେ ଚାହିଁ ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ଓଠକୁ

ମୋ ସାଥେ ଗପି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ଦେହକୁ

ମୋ ଦେହ ସାଥେ ମିଶି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ପାଦକୁ

ମୋ ସାଥେ ଚାଲି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ହାତକୁ

ମୋ ପାଇଁ କବିତା ଲେଖି ସେ କ'ଣ ଭୁଲ କରିଛି...??


ଏକା କେବେ ପଚାରି ବୁଝ ତୁମ ହୃଦୟକୁ

ମୋତେ ଭଲପାଇ ସେ କ'ଣ ଭୁଲ କରିଛି...??

ମୋତେ ଭଲପାଇ ସେ କ'ଣ ଭୁଲ କରିଛି...??



Rate this content
Log in