ସ୍ଵାର୍ଥପର
ସ୍ଵାର୍ଥପର

1 min

259
କିଏ କହୁଥିଲା ହୃଦୟ ଦେବାକୁ
ପ୍ରଥମ ଦେଖାରେ ତାକୁ,
କିଏ କହୁଥିଲା ଝୁରି ହେବା ପାଇଁ
ହୃଦୟକୁ ପାଇବାକୁ,,
ଦେବା ଜିନିଷକୁ କେହି ଫେରାନ୍ତି'ନି
ମାଗିବା ହିଁ ଖାଲି ସାର,
ଧରା ବଗିଚାରେ ଶହେ ଫୁଲ ଯଦି
ଅନେଶ୍ୱତ ସ୍ଵାର୍ଥପର...
ଏଠି ଅନେଶ୍ୱତ ସ୍ଵାର୍ଥପର...!!