The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Manoj Maharana

Abstract

2.0  

Manoj Maharana

Abstract

ଅଧୁରା ଇଚ୍ଛା

ଅଧୁରା ଇଚ୍ଛା

1 min
128


କହିବାର ଥିଲା

କେତେ କଥା ତାକୁ

ଆଜି ବି ପାରିନି କହି...


ଭୁଲିବାର ଥିଲା 

କେତେ ସ୍ମୃତି ସବୁ

ଆଜି ବି ପାରିନି ଭୁଲି...


ଜୀଇଁଵାର ଥିଲା

କେତେ ଦିନ ରାତି

ପାରିଲି ନାହିଁ ମୁଁ ଜୀଇଁ...


ଜିତିବାର ଥିଲା

କେତେ ଖେଳ ଏଠି

ପାରିଲି ନାହିଁ ମୁଁ ଜିତି..।


Rate this content
Log in