Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Manoj Maharana

Abstract


2.0  

Manoj Maharana

Abstract


ଅଧୁରା ଇଚ୍ଛା

ଅଧୁରା ଇଚ୍ଛା

1 min 119 1 min 119

କହିବାର ଥିଲା

କେତେ କଥା ତାକୁ

ଆଜି ବି ପାରିନି କହି...


ଭୁଲିବାର ଥିଲା 

କେତେ ସ୍ମୃତି ସବୁ

ଆଜି ବି ପାରିନି ଭୁଲି...


ଜୀଇଁଵାର ଥିଲା

କେତେ ଦିନ ରାତି

ପାରିଲି ନାହିଁ ମୁଁ ଜୀଇଁ...


ଜିତିବାର ଥିଲା

କେତେ ଖେଳ ଏଠି

ପାରିଲି ନାହିଁ ମୁଁ ଜିତି..।


Rate this content
Log in

More oriya poem from Manoj Maharana

Similar oriya poem from Abstract