Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Manoj Maharana

Inspirational


3  

Manoj Maharana

Inspirational


ଅହିଂସା

ଅହିଂସା

1 min 263 1 min 263


ଭଲ ପାଇବ ଯଦି ଭଲପାଅ..

ଘୃଣା କରିବ ଯଦି ଘୃଣା କର...,

     ଛାଇ ପରି ପାଖେ ରହିବ ଯଦି ରୁହ..

     ଛାଡ଼ି ଚାଲି ଯିବ ଯଦି ଛାଡ଼ି ଚାଲିଯାଅ..,

ପୂଜା କରିବ ଯଦି ପୂଜା କର..

ମାରିଦେବ ଯଦି ମାରିଦିଅ...,

     ଫେରି ଆସିବ ଯଦି ଫେରି ଆସ..

     ଶାସ୍ତି ଦେବ ଯଦି ମୋତେ ଶାସ୍ତି ଦିଅ..

      

କିନ୍ତୁ ମୁଁ ତୁମକୁ...

ନିଃସ୍ୱାର୍ଥପର ଭାବେ ପ୍ରେମ କରୁଥିବି...

ପୂଜା କରୁଥିବି ତୁମ ପାଖେ ପାଖେ ଥିବି !!


କାହିଁକି ନା; ମୁଁ ବି ଜଣେ ଗାନ୍ଧୀ..

ମାେ ପ୍ରେମର ସ୍ଵାଧୀନତା ପାଇଁ !!






Rate this content
Log in

More oriya poem from Manoj Maharana

Similar oriya poem from Inspirational