ଅହିଂସା
ଅହିଂସା

1 min

290
ଭଲ ପାଇବ ଯଦି ଭଲପାଅ..
ଘୃଣା କରିବ ଯଦି ଘୃଣା କର...,
ଛାଇ ପରି ପାଖେ ରହିବ ଯଦି ରୁହ..
ଛାଡ଼ି ଚାଲି ଯିବ ଯଦି ଛାଡ଼ି ଚାଲିଯାଅ..,
ପୂଜା କରିବ ଯଦି ପୂଜା କର..
ମାରିଦେବ ଯଦି ମାରିଦିଅ...,
ଫେରି ଆସିବ ଯଦି ଫେରି ଆସ..
ଶାସ୍ତି ଦେବ ଯଦି ମୋତେ ଶାସ୍ତି ଦିଅ..
କିନ୍ତୁ ମୁଁ ତୁମକୁ...
ନିଃସ୍ୱାର୍ଥପର ଭାବେ ପ୍ରେମ କରୁଥିବି...
ପୂଜା କରୁଥିବି ତୁମ ପାଖେ ପାଖେ ଥିବି !!
କାହିଁକି ନା; ମୁଁ ବି ଜଣେ ଗାନ୍ଧୀ..
ମାେ ପ୍ରେମର ସ୍ଵାଧୀନତା ପାଇଁ !!