ଭଡ଼ାଘର
ଭଡ଼ାଘର

1 min

124
ତୁ ଆଉ ଭଡ଼ାଘର ଭିତରେ
କ'ଣ ବା ଫରକ୍ !!
ଦୁହିଁଙ୍କୁ ଯେତେ ଭଲପାଇଲେ ବି...
ଦୁହିଁଙ୍କ ପାଇଁ ଯେତେ ଯାହା କଲେ ବି...
କେବେ ବି ନିଜର ହୁଅନ୍ତି'ନି !!