Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Manoj Maharana

Romance Tragedy

3  

Manoj Maharana

Romance Tragedy

ପ୍ରେମ କବିତା

ପ୍ରେମ କବିତା

1 min
246


ତୁମ ନିଦ୍ରାକୁ ମଧ୍ୟ

ଆଧ୍ୟାତ୍ମିକ କରିଦିଅ,

ଯେମିତି ତୁମ ସ୍ୱପ୍ନରେ

ସ୍ଵୟଂ ଭଗବାନ ଆସିବେ ।୧।


ପ୍ରେମରେ..

ତୋ ପରି ଭୀଷ୍ମ ପ୍ରତିଜ୍ଞା 

ମୁଁ ନେବିନାହିଁ,

ମୁଁ ଜାଣିଛି,

ଶେଷରେ ଶରଶଯ୍ୟାରେ ହିଁ 

ଶୋଇବାକୁ ପଡ଼ିବ ।୨।


ମଦ ତ ମଦୁଆ ସଜାଇଦିଏ..

କିନ୍ତୁ ପ୍ରେମ..

ପାଗଳ ସଜାଇଦିଏ !!୩।


ରାତି କ'ଣ..

କେବେ ଜହ୍ନକୁ ପଚାରି ବୁଝ !!

ପ୍ରୀତି କ'ଣ..

କେବେ ମନକୁ ପଚାରି ବୁଝ !!୪।


କେବେ କେବେ...

ମନର ରାଗକୁ (କାହାପାଇଁ)

ତ୍ୟାଗ କରିବାକୁ ପଡେ

(କାହାର) ସଚ୍ଚା ଅନୁରାଗ ଆଗରେ !!୫।


 


Rate this content
Log in

Similar oriya poem from Romance