Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Manoj Maharana

Romance Tragedy


3  

Manoj Maharana

Romance Tragedy


ପ୍ରେମ କବିତା

ପ୍ରେମ କବିତା

1 min 198 1 min 198

ତୁମ ନିଦ୍ରାକୁ ମଧ୍ୟ

ଆଧ୍ୟାତ୍ମିକ କରିଦିଅ,

ଯେମିତି ତୁମ ସ୍ୱପ୍ନରେ

ସ୍ଵୟଂ ଭଗବାନ ଆସିବେ ।୧।


ପ୍ରେମରେ..

ତୋ ପରି ଭୀଷ୍ମ ପ୍ରତିଜ୍ଞା 

ମୁଁ ନେବିନାହିଁ,

ମୁଁ ଜାଣିଛି,

ଶେଷରେ ଶରଶଯ୍ୟାରେ ହିଁ 

ଶୋଇବାକୁ ପଡ଼ିବ ।୨।


ମଦ ତ ମଦୁଆ ସଜାଇଦିଏ..

କିନ୍ତୁ ପ୍ରେମ..

ପାଗଳ ସଜାଇଦିଏ !!୩।


ରାତି କ'ଣ..

କେବେ ଜହ୍ନକୁ ପଚାରି ବୁଝ !!

ପ୍ରୀତି କ'ଣ..

କେବେ ମନକୁ ପଚାରି ବୁଝ !!୪।


କେବେ କେବେ...

ମନର ରାଗକୁ (କାହାପାଇଁ)

ତ୍ୟାଗ କରିବାକୁ ପଡେ

(କାହାର) ସଚ୍ଚା ଅନୁରାଗ ଆଗରେ !!୫।


 


Rate this content
Log in

More oriya poem from Manoj Maharana

Similar oriya poem from Romance