Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Manoj Maharana

Others

4  

Manoj Maharana

Others

କାହିଁ ମୋ'ର ଭାଗ୍ୟରେ

କାହିଁ ମୋ'ର ଭାଗ୍ୟରେ

1 min
660


କାହିଁ ମୋ'ର ଭାଗ୍ୟରେ


ତୋ' ଆକାଶରେ ଜହ୍ନ ସାଜି

ଗ୍ରହଣ ଲାଗି କଳଙ୍କିତ ହେବା

କାହିଁ ମୋ'ର ଭାଗ୍ୟରେ


ତୋ' ପ୍ରେମ ନଈର ଜଳରେ

ତୃଷ୍ନା ମିଣ୍ଟାଇବାକୁ ଯାଇ

ଛଳନା କୁମ୍ଭୀରଠୁ କ୍ଷତାକ୍ତ ହେବା

କାହିଁ ମୋ'ର ଭାଗ୍ୟରେ


ତୋ' ଫୁଲର ପାଖୁଡାରେ

ମଧୁ ର ମହକରେ

ଅଣନିଶ୍ୱାସୀ ହୋଇ ବନ୍ଦୀ ହେବା

କାହିଁ ମୋ'ର ଭାଗ୍ୟରେ


ତୋ' ଦୁଇ ଟଙ୍କିଆ ପ୍ରେମ ପାଇଁ

ଦେବଦାସ୍ ସାଜି ମଦୁଆ ହୋଇ

ବଦନାମ୍ ହେବା

ପ୍ରିୟା କାହିଁ ମୋ'ର ଭାଗ୍ୟରେ


ତୁ ତ ଭାଗ୍ୟବାନ ପ୍ରିୟାରେ..

ତୋ' ପାଇଁ ପାଗଳ ସହ ସହ ପ୍ରେମିକ

କହିଲୁ...ମୁଁ କ'ଣ ହେବି କି' ଯୋଗ୍ୟରେ

ପ୍ରିୟା..ଏ ସବୁ ଜିନିଷ କାହିଁ ମୋ ଭାଗ୍ୟରେ



Rate this content
Log in