ଧନ୍ୟବାଦ...
ଧନ୍ୟବାଦ...

1 min

176
ତୁମକୁ ଧନ୍ୟବାଦ,
ମୋତେ ମନ ଦେଇଥିବାରୁ !!
ତୁମକୁ ଧନ୍ୟବାଦ,
ମାେ ହୃଦୟ ଭାଙ୍ଗିଥିବାରୁ... !!
ତୁମକୁ ଧନ୍ୟବାଦ,
ମୋତେ ପ୍ରେମ ଶିଖେଇଛ ବୋଲି !!
ପୁଣି ଧନ୍ୟବାଦ,
ମୋତେ ଛାଡ଼ି ଚାଲି ଯିବା ପାଇଁ... !!