STORYMIRROR

RAJANIKANT CHOUDHURY

Romance

3  

RAJANIKANT CHOUDHURY

Romance

କଳ୍ପନାର ବାସ୍ତବତା

କଳ୍ପନାର ବାସ୍ତବତା

1 min
160

ଜୀବନ ଧନ ମୋ ପ୍ରେମର ପୁଷ୍ପ

ଅଗଭୀର ଜଳରାଶି,

ଦେହ ମନ ମୋର ଜଳିଯାଏ

ପ୍ରେମର ନିଆଁରେ ଭାସି,।।

ଅସ୍ତମିତ ସୂର୍ଯ୍ୟର କିରଣ ତୁମେ 

ଲୋହିତ ରଙ୍ଗରେ ରଙ୍ଗାୟିତ,

ମୋ କଳ୍ପନାର ବାସ୍ତବତା

ମନ ହୁଏ ବିମୋହିତ,।।

ଅନ୍ଧାର ରାତିର ନାମ ଅଟେ ମୋର

 ରଜନୀର ଅନ୍ୟ ନାମ,

ଜେତେ ଯାହା କଲେ କିଛି ହୁଏନି

ତୁମ ପରସରେ କାମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance