ହେ ବିଜୟ ବିଦାୟ
ହେ ବିଜୟ ବିଦାୟ
ହେ ବିଜୟ ବିଦାୟ
ଅନ୍ତର କନ୍ଦାଇ
ମମତା ଛଡାଇ
ଚାଲି ଗଲ ତୁମେ ସଧୀରେ ।
ଦେଉଥିଲ କେତେ
ଉପାଦେୟ ମନ୍ତ୍ରଣା
ସ୍ମରଣ ମାତ୍ରକେ
ଉଭେଇ ଯାଉଛି
ମନର ଯନ୍ତ୍ରଣା ।
ଏକି ନିଷ୍ଠୁର ବିଧିର ବିଧାନ
ଯିଏ ଆସିଥାଏ ତାକୁ
ନେବ ସେ ନିଶ୍ଚୟ
ଲିଳାଖେଳା ସବୁ
ନିମତ୍ତ ମାତର ।
କରି ଥିଲ ଶହ ଶହ
ଚଳଚ୍ଚିତ୍ରରେ ନିଜର ଅମାପ
ଦକ୍ଷତା ପ୍ରଦଶନ
ଝୁରନ୍ତି ଆଜି ରାଜ୍ୟବାସୀ ।
ନୟେନେ ଭରି ଅଶ୍ରୁ
ଥମୁନାହିଂ ଆଖି
ହୁଏ ଛଳଛଳ
ନିଭାଇ ଦେଉଛି
ସେ ଆଜି ସଵୁରି
ଆଖିର କଜ୍ବଳ ।
ହୁଦୟରେ ଅସରନ୍ତି
କୋହ ପ୍ରବଳ
ଛାଡ଼ି ଚାଲିଗଲ ତୁମେ
ନିଜର ସ୍ମୃତି ର ଝଲକ
ଭାସି ଉଠୁଚି ଆଜି
ଉଦ୍ଭାସିତ ହୋଇ ।
ଚାହିଁ ରହିଛି
ମୁଦ୍ରିତ ନହୁଏ ପଲକ
ସତେ ଚାଲିଗଲ
ଅନ୍ତର କନ୍ଦାଇ
ଆଉ ତ ନ ଫେରିବ
ସ୍ମରଣ ମାତ୍ରକେ ରଖିବ ।
ଏତ ବିଧିର ବିଧାନ
ହୋଇବ ଆନ
ଜନ୍ମ ମାତ୍ରକେ
ଆସିବ ମରଣ
ଶାଷ୍ପିତ ନୁହେଁ ଏ ଜୀଵନ ।
ତୁମ ଅଭୂଲା ସ୍ମୃତି ଟିକକ
ସଦା ଝୁରିବ ମନ
ଲୋତେକେ ଅଶ୍ରୁ ଭରି
ଅଞଳି ଭରି ସମପ୍ରି
ଦେଉଛୁ ପୁଷ୍ପ
ଘେନ ଅନ୍ତିମ ବିଦାୟ ।