STORYMIRROR

Satyabati Swain

Tragedy

3  

Satyabati Swain

Tragedy

ହାଏ ରେ ମଣିଷ !

ହାଏ ରେ ମଣିଷ !

1 min
175

ବାପା ମାଆ ଆମ

ଘର ମନ୍ଦିରେ ଠାକୁର

ତାଙ୍କୁ ନ ପୂଜି ଆମେ

ପୂଜନ୍ତି ଦେଉଳେ ପଥର।


ଆମ ପୁଅଝିଅ ପାଇଁ

ଆଖିରେ ନିଦ ନାହିଁ ଆମର

ଆମେ ଯାର ପୁଅ

ସେ ବି ହେଉଥିବ ଆମ ପ୍ରକାର

କିନ୍ତୁ ଆଗକୁ ଚାହୁଁଛେ ଆମେ

ପଛକୁ ଭୁଲି

କେବେ ଥରେ ବୁଝଛନ୍ତି ବେଦନା ଅନ୍ତର

ପୁଅ ଆମେ ଏ ଦୁନିଆଁରେ ଯାହାର ?


ବିପରୀତ ରୀତି

ଆମେ ପାଳୁ

ଡାକିଲେ ଓ କରିବା ଦେବତା ନ ପୁଜି

କାଠ ପଥର ପାଖେ ମୁଣ୍ଡ କୋଡୁ

ହାଏ ରେ ମଣିଷ

କି ଦୁଃସମୟକୁ

ଡାକି ଆଣୁଛେ 

ଆମେ ଦେଖୁନେ ଆମ ଭବିଷ୍ୟ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy