STORYMIRROR

Satyabati Swain

Inspirational

3  

Satyabati Swain

Inspirational

ବନ୍ଧ ବନ୍ଧନ

ବନ୍ଧ ବନ୍ଧନ

1 min
15


ବନ୍ଧଟିଏ
ବନ୍ଧନଟିଏ
ବାନ୍ଧିବାକୁ ବାଧ୍ୟ ହୁଏ
ଯେଣୁ ତାଙ୍କ ସହ ଭାଗ୍ୟ ଯୋଡ଼ାଯାଏ
ସେମାନେ କୁହନ୍ତି
ଯୋଡି କୁଆଡେ
ଉପରୁ ସ୍ଥିର ହୋଇଥାଏ !!

 ଯିଏ ସ୍ଥିର କଲା
ସେ କେମିତି ଦୁଇ ବିପରୀତ ମଣିଷଙ୍କୁ
ଏକାଠି ଯୋଡ଼ିଲା !

ଏ ପ୍ରଶ୍ନ ତାଙ୍କୁ ପଚାରିଦେବାକୁ
 ଭାରି ମନ ହୁଏ
ଭାରି ରାଗ ବି ହୁଏ।

କିନ୍ତୁ କେଉଁ ପଚାରି ହୁଏ !!
ଏଇ ମ ଆମ ଚାରିପାଖ କୁହନ୍ତି
କାଳେ ଆମର ଭାଗ୍ୟ ଇଏ !
 ଭାଗ୍ୟକୁ ଆଦରି କୋକେଇର ଅପେକ୍ଷା
 ପବନ ଟିକକ ପବନରେ ମିଶିବା ଯାଏ
ଯେହେତୁ ସଂସାର ଇଏ
 ବନ୍ଧର ବନ୍ଧନ ମୋହଟିଏ।

 Satyabati Swain


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational