ଗୁରୁ ଙ୍କୁ ସାଷ୍ଟାଂଗ ପ୍ରଣାମ
ଗୁରୁ ଙ୍କୁ ସାଷ୍ଟାଂଗ ପ୍ରଣାମ
ଓମ୍ ଗୁରୁ ଦେବାର ନମ୍ଃ
ଗୁରୁ ତ ଅଟନ୍ତି ସାକ୍ଷାତ ଇଶ୍ଵର
ଵିିିନା ଗୁରୁରେ ଶିକ୍ଷା ଅସମ୍ଭବ ଶିଶୁର।
ସମାଜରୁ ଯାବତ ଅନ୍ଧକାର ହୁଏ ଦୂରିଭୂୂତ
ଗୁୁୁରୁ ଙ୍କ ଆଶୀର୍ବାଦ ଓ ଦିଗ୍ ଦର୍ଶନ ବଳରେ।
ପୃଥିବୀରେ ଗୁରୁ ଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ
କୋଟି କୋଟି ଧନ୍ୟବାଦ ତାଙ୍କୁ କରେ ମୁଁ ଏ
ଧରାପୃଷ୍ଠରେ।
ଗୁରୁ ଙ୍କୁ ପୂଜା କଲେ ଶିଷ୍ୟ ଅର୍ଜନ
କରଇ ସେ ବହୁତ ପୂଣ୍ୟ ତା ସହ
ଅର୍ଜନ କରେ ସେ କେତେ ଯଶକିରିତି
ଓ ସଫଳତା ପୁଣି ଉଭା ହୋଇ ଵାହାରେ
ଏକ ପ୍ରତିଷ୍ଠିତ ବ୍ୟକ୍ତି ଏ ଇହଧାମରେ ।
ବିିଦ୍ୟା ଓ ଶିିକ୍ଷାା କରିଣ ପ୍ରାପ୍ତ ଗୁରୁ ଙ୍କ ଠାରୁ
ହୁଏ ଅସୀମ ଜ୍ଞାନର ଅଧିକାରୀ ସେ ଶିଷ୍ୟ।
ଗୁରୁ ଵିନା ସହଯୋଗ ଓ ଆଶିଷରେ
ଶିି୍ୟ କି ପହଞ୍ଚି ପାରିବ ଶିକ୍ଷରର
ଶେଷ ପାହାଚରେ।
ଗୁରୁ ଙ୍କ ସ୍ଥାନ ସବୁଠାରୁ ଉପରେ ଏ
ଧରାପୃୃଷ୍ଠରେ। ମାତାପିତାଙ୍କ ପରେ
ଗୁରୁ ହିଁ ଅଟନ୍ତି ଜୀବନ୍ତ ଦେବତା ଶିଶୁର।
