STORYMIRROR

Devipriya Das

Romance Tragedy

2  

Devipriya Das

Romance Tragedy

ତମେ

ତମେ

1 min
96

ତମେ ଆସିବ ବୋଲି

ସାଥୀ ମୁଁ ବସିଛି ଅନେଇ

ତମ ବାଟକୁ ଚାହିଁ।

ହେଲେ ତମେ ତ 

ଆସିଲ ନାହିଁ ସାଥୀ

ତମ ମୃତ୍ୟୁ ଖବର

ଆସିଲା ମୋ ପାଖକୁ ଖାଲି।

କହିଥିଲ ତମେ ସାଥୀ

 ସାଥେ ବଞ୍ଚିିିଵା ଆଉ 

ସାଥୀ ହୋଇ ଆମେ ମରିବା

ସର୍ବଦା ପାଖେ ରହିିିଵାର ପରସ୍ପରର ।

ହେଲେ ସେ ପ୍ରତିଶ୍ରୁତି

ସବୁ  ଥିଲା ମିଛ ତମର।

 ମୋତେ ଏକା କରି

ତମେ ଶୋଇ ଗଲ ସାଥୀ

ଚିିର ନିଦ୍ରାରେ ଆରାମରେ।

ଥରଟିଏ ତମେ  ଭାଵିଲନି

ତମ ବିନା ବଞ୍ଚିବି ମୁଁ

ଏ ଇହଧାମ ରେ ଏକାଏକା।


Rate this content
Log in

Similar oriya poem from Romance