STORYMIRROR

Devipriya Das

Tragedy

3  

Devipriya Das

Tragedy

ମୋ ବାପା

ମୋ ବାପା

1 min
201

ବାପା ମୋହର ଅଟନ୍ତି ଅତ୍ୟନ୍ତ ସରଳ

ଓ ନିଷ୍କପଟ ମଣିଷଟିଏ।

କାହା ଦୁଃଖ ସେ ଦେଖି ନପାରନ୍ତି

ସଭିଙ୍କ ଭଲମନ୍ଦରେ ହୁଅନ୍ତି ସେ ଠିଆ।


ଘରଠୁ ବାହାର ଯାଏଁ ଅଟନ୍ତି

ସେ ପ୍ରିୟ ସଭିଙ୍କର।

ପିଲାମାନଙ୍କ ଖୁସି ପାଇଁ 

ନିଜର ସମସ୍ତ ଇଛା କୁ ଦେଇ 

ସେ ଜଳାଞ୍ଜଳି ସଭିଙ୍କୁ ଦିଅନ୍ତି ସୁଖ।

ବାପା ଥିବା ପୁଅ କଥାରେ ଅଛି ହାରେନା

କି ବାପାଙ୍କ ଛାଇ ପିଲାକୁ 

କେବେ ତଳକୁ ଖସିଵାକୁ ଦିଏନା।

ଭାରି ସତରେ ଧୈର୍ଯ୍ୟ ବାପାମାଆଙ୍କର।


ନିଜ ପିଲାମାନଙ୍କ ଖୁସି ପାଇଁ ସବୁକିଛି

କରିବା ପାଇଁ ହେଳା ଟିକେ

ସେମାନେ କରନ୍ତି ନାହିଁ।

ନିଜେ ପଛେ ପେଟରେ ଓଦା କନା 

ଦେଇ ରାତି କାଟିଦେଵେ ହେଲେ

ନିଜ ପିଲାମାନଙ୍କୁ କେବେ ଉପାସରେ

ଶୋଇବାକୁ ଦେଵେନି ।


ହେଲେ ସେହି ପିଲାମାନେ ଯେବେ 

ବଡ଼ ହୋଇ ରୋଜଗାର କରନ୍ତି।

ନିଜ ସହିତ ବାପା କ'ଣ କଲେ 

ତାହାର କରିଣ ତୁଳନା ବାପାଙ୍କୁ

ଦୁଃଖ ଦିଅନ୍ତି କରି ଛୋଟ।

ସତରେ ଆଜିର ସନ୍ତାନ ଭାରି ସ୍ୱାର୍ଥପର।



Rate this content
Log in

Similar oriya poem from Tragedy