STORYMIRROR

Devipriya Das

Tragedy Inspirational

3  

Devipriya Das

Tragedy Inspirational

ଵୋଝ

ଵୋଝ

1 min
221

ଝିଅ ଜନ୍ମ ହେଲା ବୋଲି

ବୋଉ ମୋର ତା ମୁୁଣ୍ଡରେ

ଦେଲା ତ ହାତ।

ଏଥିପାଇଁ ନୁହେଁ କି

ଝିଅ ସେ କରିିିଛି

ଜନ୍ମ ବୋଲି ହେଲେ

ଏହି  କାରଣରୁ ହେଲା

ସେ ଚିନ୍ତିତ ମୋ ପରି

କି ମୋ  ଝିଅ କୁ

ସମାଜ ଭାବିଵ ପୁଣି ଵୋୋଝ।

ଝିଅ କ'ଣ ସତରେ ଵୋଝ

 କାହିଁ ପାଇଁ ଝିଅଟା ତା ପରିବାର

ଓ ଏ ସଂସାର  ତାକୁ ମଣେ ହୀନ।

ଆଜିର ନାରୀ ପହଞ୍ଚି ଲାଣି

ମଙ୍ଗଳ ଗ୍ରହ ର ଯାାଇ

ତଥାପି ଆମ ସମାଜରେ

ନାରୀ ଜନ୍ମ ତା ପରିବାର

ଓ ସମାଜ ପାଇଁ କାହିଁକି ମଣୁଛି ଵୋଝ।

ଯୈାତୁକ ଦେଇ ଭଲ ବର ଟିଏ

ଝିଅ ପାଇଁ ଖୋଜିବା ଅପେକ୍ଷା

ଯଦି ସଭିଏଁ ସେେହିି ଯୈାତୁକ

ପାଇଁ ସଞ୍ଚିିଥିଵା ଧନକୁ

କରନ୍ତେ ଖର୍ଚ୍ଚ ସେହି

ଝିଅକୁ ତା ନିଜ ଗୋଡ଼ରେ

ହେବା ପାଇଁ  ଛିଡା

ତାହାଲେ ବୋଧେ ଝିଅଟା

ହେବନି ଆଉ ଵୋଝ

ନାଁ ତା ପରିବାର ନା ଏ ସମାଜ ପାଇଁ।

ଓଲଟି ପୁଅ ପରି ପାାଲଟିଵ

ତା ପରିବାରର ଆଶା ବାଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy